Skip to main content

Carrito de compra

¡Obtienes el tratamiento VIP!

Artículos no disponibles para compra.
Por favor revisa tu carrito. Puedes eliminar los artículos no disponibles ahora o los eliminaremos nosotros automáticamente al momento de pagar.
artículosartículo
artículosartículo

Recomendado para ti

Loading...
  • Audiolibro

    Kandhei

    Narrado por Ranjan Kumar Dhal ...

    Completo

    3 hora 5 minutos

    'ସଞ୍ଜବେଳକୁ ଭାରିଜୋର ବର୍ଷା ହେଉଥାଏ! ବିଲେଇଟା ପଶିଆସିଲା ଘରକୁ! ଆମେ ସ୍ୱାମୀ ସ୍ତ୍ରୀ ହେଟ ହେଟ କରି ତାକୁ ତଡ଼ିଲୁ! ବିଲେଇଟି ଗଲାବେଳେ ଥରେ ମୁହଁ ବୁଲେଇ ଆମଆଡ଼କୁ ଚାହିଁଲା! ମୋତେ ଲାଗିଲା: ତାର ନୀଳ ଆଖିର ଚାହାଣୀରେ ଭାରି ଧିକ୍କାର ଥିଲା: କି ମଣିଷ ହେଇଛ, ଏମିତି ବର୍ଷା ବାଦଲ ସଂଜରେ ମୋତେ ଘରୁ ତଡି ଦେଉଛ? ତାପରଠୁ ସେ ବିଲେଇକୁ ଆଉ ମୁଁ କେବେ ଦେଖିନି!' ଏଇ ଅଭିଜ୍ଞତା ନେଇ ବିଶିଷ୍ଟ ଲେଖକ ମୃଣାଳ ଲେଖିବା ଆରମ୍ଭ କରିଥିଲେ ଉପନ୍ୟାସ 'କଣ୍ଢେଇ', ଯାହାର ମୁଖ୍ୟ ଚରିତ୍ର ହେଉଛି ଗୋଟେ ବ ... Leer más

    $3.99 USD

  • Audiolibro

    Sani Mandira Samnare Saata Bhikari

    Narrado por Ranjan Kumar Dhal ...

    Completo

    3 hora 31 minutos

    ଉଭୟ ସାମାଜିକ ଓ ରାଜନୈତିକ ଘଟଣାବଳୀକୁ କାହାଣୀର ରୂପ ଦେଉଥିବା ବିଶିଷ୍ଟ କଥାକାର ମୃଣାଳ ତାଙ୍କ ବ୍ୟଙ୍ଗାତ୍ମକ ଉପସ୍ଥାପନା ପାଇଁ ସୁପରିଚିତ! ତେବେ ମାନବୀୟ ଗୁଣର ଅନୁସନ୍ଧାନ ତାଙ୍କ କଥାକର୍ମର ପ୍ରମୁଖ ନିର୍ଯ୍ୟାସ! 'ଶନିମନ୍ଦିର ସାମ୍ନାରେ ସାତ ଭିକାରି' ଉପନ୍ୟାସଟି ସାମାଜିକ ବାସ୍ତବତାର ଏକ ଜୀବନ୍ତ ଉଦାହରଣ, ଯେଉଁଥିରେ ଆମ ସମୟର ବହୁ ଅନ୍ଧାରି ଦିଗ ଆବିଷ୍କୃତ! ବ୍ୟଙ୍ଗ ଛଳରେ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଦର୍ଶାଇବା ଲେଖକଙ୍କର ମୌଳିକ ଉଦ୍ଦେଶ୍ୟ, ଯାହା ଏହି ଉପନ୍ୟାସରେ ପ୍ରତିଫଳିତ! ... Leer más

    $3.99 USD

  • Audiolibro

    Bhala Achha Nabaghana

    Narrado por Ranjan Kumar Dhal ...

    Completo

    4 hora 14 minutos

    ନିତିଦିନିଆ ଜୀବନର ଘଟଣାବଳୀ ଭିତରୁ ବ୍ୟଂଗର ଉପାଦାନ ଖୋଜିନେବାରେ ବିଶିଷ୍ଟ କଥାକାର ମୃଣାଳ ସିଦ୍ଧହସ୍ତ! 'ଭଲ ଅଛ ନବଘନ' ବହିରେ ଅଛି ସେମିତି କିଛି ମଜାଦାର କଥା, ଯାହାକୁ ଶୁଣି ଆନନ୍ଦ ତ ନେଇହେବ, ତା ସହିତ ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ମଧ୍ୟ ବଦଳାଇ ହେବ! ନବଘନ ଆମ ସମାଜର ଜଣେ 'କମନମ୍ୟାନ' ହୋଇ କିପରି ଆପଣଙ୍କ ମନୋରଞ୍ଜନ କରୁଛନ୍ତି ଶୁଣନ୍ତୁ... ... Leer más

    $8.99 USD

  • Audiolibro

    Nian

    Narrado por Ranjan Kumar Dhal ...

    Completo

    4 hora 9 minutos

    ୧୯୯୭ ମସିହା ଫେବୃଆରୀ ୨୩ରେ ବାରିପଦାର ମଧୁବନଠାରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ପ୍ରେକ୍ଷାପଟରେ ଲିଖିତ 'ନିଆଁ' ଉପନ୍ୟାସ, ଯାହା ସେଇ ସମୟ ଓ ଘଟଣାର ଏକ ମାନବିକ ଦଲିଲ! ଏହାର ଲେଖକ ମୃଣାଳ ଓଡ଼ିଆ ସାହିତ୍ୟର ଅନ୍ୟତମ ଶକ୍ତିଶାଳୀ କଥାକାର କେବଳ ନୁହନ୍ତି, ଜଣେ ପ୍ରସିଦ୍ଧ ବ୍ୟଙ୍ଗକାର, ସ୍ତମ୍ଭକାର, ସାମ୍ବାଦିକ ଓ ସାମ୍ବାଦିକତାର ପ୍ରାଧ୍ୟାପକ ମଧ୍ୟ! ସମ୍ପ୍ରତି ଢେଙ୍କାନାଳସ୍ଥିତ ଇଣ୍ଡିଆନ ଇନଷ୍ଟିଚୁଟ ଅଫ ମାସ କମ୍ୟୁନିକେସନର ମୁଖ୍ୟ ଭାବେ ଅବସ୍ଥାପିତ ମୃଣାଳ ତାଙ୍କ ରଚନାରେ ହାସ୍ୟରସ ଓ ତ ... Leer más

    $8.99 USD